ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା'ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅେମ୍ମାନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।
Cross references
ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'
ତୁମ୍ଭମାନେେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଁଞ୍ଚିବ, କିନ୍ତୁ ତୁମ୍ଭମାନେେ ସମାନଙ୍କେୁ କ୍ଲେଶ ଦବେ ନାହିଁ। ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦବୋ ନାହିଁ। କାରଣ ସେ ମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସମାନଙ୍କେୁ ଏହିଦେଶ ଦଇେଅଛୁ।'
ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।
ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।
ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।
ଶାଉଲ ସମଗ୍ର ଇଶ୍ରାୟେଲକକ୍ସ୍ଟ ନିଯନ୍ତ୍ରଣ କଲେ। ଶାଉଲ ଇଶ୍ରାୟେଲ ଚତକ୍ସ୍ଟର୍ଦ୍ଦିଗସ୍ଥିତ ସମସ୍ତ ଶତୃ ସହିତ ଅର୍ଥାତ୍ ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମସ୍ତ ଶତୃଙ୍କକ୍ସ୍ଟ ପରାସ୍ତ କଲେ।
ଏହାପରେ ଅମ୍ମାନେ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପକ୍ସ୍ଟତ୍ର ହାନୂନ୍ ରାଜ ପଦ ରେ ଅଭିଷିକ୍ତ ହେଲା।
ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।
ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।
ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
ମାତ୍ର ଇଫ୍ରଯିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀଯ ଲୋକମାନଙ୍କର ସମାନେେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମାୟୋବ ଓ ଅମ୍ମାନରେ ସନ୍ତାନଗଣଙ୍କୁ ଆଯତ୍ତ କରିବେ।
ସଦାପ୍ରଭୁ କୁହନ୍ତି, ଆମ୍ଭେ ଶୁଣିଛୁ ମାଯାେବ ଓ ଅମ୍ମାନରେ ଲୋକମାନେ କ'ଣ କହିଲେ। ସହେି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସମାନେେ ନିଜର ରାଜ୍ଯକୁ ବଢାଇବା ପାଇଁ ସମାନଙ୍କେର ଜମି ସବୁ ଅକ୍ତିଆର କଲେ।
ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।