ତହିଁରେ ଅବ୍ରାମ ପରମେଶ୍ବରଙ୍କଠା ରେ ମଥାନତ କଲେ। ପରମେଶ୍ବର ତାଙ୍କୁ କହିଲେ,
Cross references
ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?
ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ। ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।
ଅନନ୍ତର ମାଶାେ ଓ ହାରୋଣ ସମାଗମ ତମ୍ବୁ ରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶିର୍ବାଦ କଲେ। ସେତବେେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିସା ପ୍ରକଟିତ ହେଲା।
ତହିଁରେ ମାଶାେ ଓ ହାରୋଣ ଏତେ ବ୍ଯତିବ୍ଯସ୍ତ ହାଇଗେଲେ ଯେ, ସମାନେେ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ମୁଁହ ମାଡି ଭୂମିରେ ପଡିଗଲେ।
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?
ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।
ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।
ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।
ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, ସଦାପ୍ରଭୁ ହିଁ ପରମେଶ୍ବର, ସଦାପ୍ରଭୁ ହିଁ ପରମେଶ୍ବର।
ସହେି ତଜେ ତା'ର ଚତୁଃପାଶର୍ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।
ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନ ରେ ଠିଆ ହାଇେଥିଲା। ଏବଂ କବାର ନଦୀ କୂଳ ରେ ମୁଁ ଯେଉଁ ମହିମା ଦେଖିଥିଲି, ଏହାହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।
ଏବଂ ସମାନେେ ଯେତବେେଳେ ସଂହାର କରୁଥିଲେ, ଏକମାତ୍ର ମାେତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ୟିରୁଶାଲମ ଉପ ରେ କୋପ କରି ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ ?
ମନୁଷ୍ଯାକୃତି ସ୍ବର୍ଗଦୂତ ଗାବ୍ରିଯଲେ ମାେ ନିକଟକୁ ଆସିଲେ। ମୁଁ ଭୟଭୀତ ହାଇେ ତାଙ୍କ ପାଦତଳେ ପଡିଗଲି। ମାତ୍ର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ବୁଝ, ଏହି ଦର୍ଶନ ଶଷେକାଳ ବିଷଯକ ଅଟେ।
ସେତବେେଳେ ମୁଁ ତାଙ୍କର ବାକ୍ଯର ସ୍ବର ଶୁଣିଲି, ଆଉ ଯେତବେେଳେ ସହେି ବାକ୍ଯର ରବ ଶୁଣିଲି, ମୁଁ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି।
ଯୀଶୁଙ୍କ ଶିଷ୍ଯମାନେ ଏକଥା ଶୁଣି ଅଧିକ ଭୟଭୀତ ହାଇେ ପଡିଲେ। ସମାନେେ ଭୂଇଁ ଉପରେ ପଡିଗଲେ।
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।