Home Bibles ଆଦି ପୁସ୍ତକ 17:22 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 17:22 · ଓଡ଼ିଆ ବାଇବେଲ

ପରମେଶ୍ବର ଅବ୍ରହାମଙ୍କ ସହିତ କଥା ହାଇେ ସାରିବାପରେ ସ୍ବର୍ଗକୁ ଚାଲି ଗଲେ।

Cross references

ଆଦି ପୁସ୍ତକ 17:3

ତହିଁରେ ଅବ୍ରାମ ପରମେଶ୍ବରଙ୍କଠା ରେ ମଥାନତ କଲେ। ପରମେଶ୍ବର ତାଙ୍କୁ କହିଲେ,

ଆଦି ପୁସ୍ତକ 18:33

ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶଷେ କଲାପରେ, ସଦାପ୍ରଭୁ ସଠାରୁେ ବିଦାଯ ନେଲେ ଓ ଏହାପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫରେିଲେ।

ଆଦି ପୁସ୍ତକ 35:9

ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 35:13

ଏହାପରେ ପରମେଶ୍ବର ସହେି ସ୍ଥାନ ଛାଡ଼ିଲେ।

ଯାତ୍ରା ପୁସ୍ତକ 20:22

ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଲୋକମାନଙ୍କୁ ଏହି କଥା କୁହ, ଆମ୍ଭେ ସ୍ବର୍ଗ ରେ ରହି ତୁମ୍ଭମାନଙ୍କ ସହିତ କଥା କହିଥିଲୁ। ତୁମ୍ଭମାନେେ ଦେଖିଅଛ।

ଗଣନା ପୁସ୍ତକ 12:6

ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।

ଦିତୀୟ ବିବରଣ 5:4

ସଦାପ୍ରଭୁ ପର୍ବତ ରେ ଅଗ୍ନିମଧ୍ଯରକ୍ସ୍ଟ ତୁମ୍ଭମାନଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା କହିଲେ।

ବିଚାରକର୍ତାମାନଙ୍କ ବିବରଣ 6:21

ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।

ବିଚାରକର୍ତାମାନଙ୍କ ବିବରଣ 13:20

ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।

ଯୋହନଲିଖିତ ସୁସମାଚାର 1:18

ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।

ଯୋହନଲିଖିତ ସୁସମାଚାର 10:30

ପରମପିତା ଓ ମୁଁ ଏକ।

Interlinear

Choose Theme