ଯାତ୍ରା ପୁସ୍ତକ 20:22 · ଓଡ଼ିଆ ବାଇବେଲ
ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଲୋକମାନଙ୍କୁ ଏହି କଥା କୁହ, ଆମ୍ଭେ ସ୍ବର୍ଗ ରେ ରହି ତୁମ୍ଭମାନଙ୍କ ସହିତ କଥା କହିଥିଲୁ। ତୁମ୍ଭମାନେେ ଦେଖିଅଛ।
Cross references
ଦିତୀୟ ବିବରଣ 4:36
ସଦାପ୍ରଭୁ ଉପଦେଶ ଦବୋ ନିମନ୍ତେ ସ୍ବର୍ଗରକ୍ସ୍ଟ ତୁମ୍ଭକୁ ଆପଣା କଥା ଶକ୍ସ୍ଟଣାଇଲେ ଓ ପୃଥିବୀ ରେ ତୁମ୍ଭକୁ ଆପଣା ମହାଅଗ୍ନି ଦଖାଇେଲେ। ତୁମ୍ଭମାନେେ ଅଗ୍ନି ମଧ୍ଯରକ୍ସ୍ଟ ତାଙ୍କ ବାକ୍ଯ ଶକ୍ସ୍ଟଣି ପାରିଲ।
ନିହିମିୟା 9:13
ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
ଏବ୍ରୀ 12:25
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।