Home Bibles ପରମଗୀତ 1:14 · ଓଡ଼ିଆ ବାଇବେଲ
ପରମଗୀତ 1:14 · ଓଡ଼ିଆ ବାଇବେଲ

ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।

Cross references

ଯିହୋଶୂୟ 15:62

ନିବ୍ଶନ୍, ଲବଣନଗର ଓ ଐନଗଦୀ, ଏହିସବୁ ଗ୍ରାମ ସମତେ ଛଅ ନଗର ଥିଲା।

ପ୍ରଥମ ଶାମୁୟେଲ 23:29

ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।

ପରମଗୀତ 1:13

ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।

ପରମଗୀତ 2:3

ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।

ପରମଗୀତ 4:13

ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

Interlinear

Choose Theme