ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।
Cross references
ଏମାନଙ୍କଠାରୁ ଅନ୍ୟଦେଶୀଯମାନଙ୍କର ଦ୍ବୀପ ନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶ ରେ ନିଜ ନିଜ ଭାଷାନୁୟାଯୀ ବ୍ଯାପ୍ତ ହାଇେ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲ!
ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।
ନିଜ ନିଜ ଗୋଷ୍ଠୀ ରେ ସମାନଙ୍କେ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀ ରେ ବିଭକ୍ତ ହେଲେ।
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।
ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।
କବଳେ ସମାନେେ ହିଁ ସମାନଙ୍କେ ଦେଶ ରେ ବାସ କରୁଥିଲେ। ସହେି ଦେଶ ରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସମାନଙ୍କେୁ କହେି ବିଚିତ୍ର ମତ ଦଇେ ନ ଥିଲେ।
ନାହାରେ ସରୂଗଙ୍କ ପୁତ୍ର।
ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,