Home Bibles ଦିତୀୟ ବିବରଣ 32:8 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 32:8 · ଓଡ଼ିଆ ବାଇବେଲ

ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।

Cross references

ଆଦି ପୁସ୍ତକ 10:5

ଏମାନଙ୍କଠାରୁ ଅନ୍ୟଦେଶୀଯମାନଙ୍କର ଦ୍ବୀପ ନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶ ରେ ନିଜ ନିଜ ଭାଷାନୁୟାଯୀ ବ୍ଯାପ୍ତ ହାଇେ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲ!

ଆଦି ପୁସ୍ତକ 10:15

ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।

ଆଦି ପୁସ୍ତକ 10:25

ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।

ଆଦି ପୁସ୍ତକ 11:8

ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ।

ଆଦି ପୁସ୍ତକ 15:18

ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

ଗଣନା ପୁସ୍ତକ 24:16

ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ୟିଏ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ବୁଝେ। ସହେି ଜଣେ ୟିଏ ସର୍ବୋଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡିକ ଖାଲିେଥାଏ।

ପ୍ରଥମ ବଂଶାବଳୀ 16:18

ସଦାପ୍ରଭୁ ଇଶ୍ରାୟେଲକୁ କହିଲେ, ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦବୋ, ସହେି ପ୍ରତିଜ୍ଞାତ ଭୂମି ତୁମ୍ଭର ହବେ।

ଆୟୁବ ପୁସ୍ତକ 15:19

କବଳେ ସମାନେେ ହିଁ ସମାନଙ୍କେ ଦେଶ ରେ ବାସ କରୁଥିଲେ। ସହେି ଦେଶ ରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସମାନଙ୍କେୁ କହେି ବିଚିତ୍ର ମତ ଦଇେ ନ ଥିଲେ।

ଗୀତସଂହିତା 7:17

ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

ଗୀତସଂହିତା 50:14

ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।

ଗୀତସଂହିତା 82:6

ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।

ଗୀତସଂହିତା 91:1

ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ଗୀତସଂହିତା 92:8

କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

ଗୀତସଂହିତା 115:16

ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।

ଯିଶାଇୟ 14:14

ଆମ୍ଭେ ମେଘମାଳାର ଉଚ୍ଚସ୍ଥଳ ରେ ଉପରକୁ ଉଠିବା ଏବଂ ପରମେଶ୍ବରଙ୍କ ତୁଲ୍ଯ ସର୍ବୋପରିସ୍ଥ ହବୋ।'

ଦାନିଏଲ 4:17

ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

ଦାନିଏଲ 5:18

ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:48

ମାତ୍ର ସର୍ବୋପରିସ୍ଥ ପରମେଶ୍ବର କୌଣସି ହାତ ତିଆରି ମନ୍ଦିର ରେ ବାସ କରନ୍ତି ନାହିଁ। ଭବିଷ୍ଯଦ୍ବକ୍ତା ଏହିପରି ଲେଖନ୍ତି,

ରେରିତମାନଙ୍କ କାର୍ଯ୍ୟର ବିବରଣ 17:26

ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,

Interlinear

Choose Theme