ଏହାପରେ ସମାନେେ ନଦୀ ସପୋରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦଶାେଧ୍ଯକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସମାନେେ ଲୋକମାନଙ୍କର ଓ ପରମେଶ୍ବରଙ୍କ ଗୃହ କାର୍ୟ୍ଯ ରେ ସାହାର୍ୟ୍ଯ କଲେ।
Cross references
ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।
ତତ୍ତନଯ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥରବୋଷଣଯ ଓ ନଦୀ ସପୋରିସ୍ଥ ତାହାର ସଙ୍ଗୀ ଅଫର୍ସଖୀଯମାନଙ୍କର ଦାରିଯାବସ ରାଜା ନିକଟକୁ ପ୍ ରରେିତ ପତ୍ରର ଅନୁଲିପି
ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।
ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।
ପ୍ରଦେଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ୟିହୁଦୀଯମାନଙ୍କୁ ସାହାୟ୍ଯ କଲେ। କାରଣ ସମାନେେ ମର୍ଦ୍ଦଖଯକୁ ଭୟ କରୁଥିଲେ।
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।
ସେ ଯେତବେେଳେ ଆଖାଯାକୁ ବାହାରିଲେ, ସେତବେେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାପାଇଁ ଶିଷ୍ଯମାନଙ୍କୁ ପତ୍ର ଲେଖିଲେ। ସେ ସଠାେରେ ପହଞ୍ଚି ପରମେଶ୍ବରଙ୍କ ଅନୁଗ୍ରହ ରେ ବିଶ୍ବାସ କରିଥିବା ଲୋକମାନଙ୍କର ବହୁତ ସାହାୟ୍ଯ କଲେ।
କିନ୍ତୁ ପୃଥିବୀ ସହେି ସ୍ତ୍ରୀକୁ ସାହାୟ୍ଯ କଲା। ପୃଥିବୀ ତା'ର ମୁଖ ଖାଲିେଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦଲୋ।