Home Bibles ☰ Books ଏଜ୍ରା 6:5 · ଓଡ଼ିଆ ବାଇବେଲ
ଏଜ୍ରା 6:5 · ଓଡ଼ିଆ ବାଇବେଲ

ପରମେଶ୍ବରଙ୍କ ମନ୍ଦିରର ଯେଉଁ ସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲକୁ ଆଣିଥିଲା, ତାହାସବୁ ଫରୋଇ ଦିଆଯାଉ। ଏବଂ ପ୍ରେତ୍ୟକକ ପାତ୍ର ପୁନର୍ବାର ୟିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ବରଙ୍କ ମନ୍ଦିର ରେ ତାହା ସବୁ ରଖ।

Cross references

ଦିତୀୟ ରାଜାବଳୀ 24:13

ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।

ଦିତୀୟ ରାଜାବଳୀ 25:14

ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।

ଦିତୀୟ ବଂଶାବଳୀ 36:6

ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହାୟୋଦାରକୀମ୍ଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହାପରେ ନବୂଖଦ୍ନିତ୍ସର ରାଜା ଯିହାୟୋଦାରକୀମଙ୍କୁ ବାବିଲକୁ ନଇଗେଲେ।

ଦିତୀୟ ବଂଶାବଳୀ 36:10

ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

ଦିତୀୟ ବଂଶାବଳୀ 36:18

ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନଇଗେଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ଯ ବସ୍ତୁ ସବୁ ନଇଗେଲେ।

ଏଜ୍ରା 1:7

ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ୟିରୁଶାଲମରୁ ଆଣି ଆପଣା ମିଥ୍ଯା ଦବେତାଗଣଙ୍କ ମନ୍ଦିର ରେ ରଖିଥିଲା, କୋରସ ରାଜା ତାହାସବୁ ବାହାର କରି ଆଣିଲା।

ଏଜ୍ରା 5:14

ଆହୁରି ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରର ଯେଉଁସବୁ ସ୍ବର୍ଣ୍ଣ ଓ ରେ ୗପ୍ୟ ପାତ୍ର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହାସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ହସ୍ତ ରେ ସମର୍ପିତ କଲେ।

ଯିରିମିୟ 27:16

ତା'ପ ରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ଯଦବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ଯଦବାକ୍ଯ ପ୍ରଚାର କରି କହନ୍ତି ଯେ, 'ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାୟିବ। କିନ୍ତୁ ତୁମ୍ଭମାନେେ ସମାନଙ୍କେ କଥା ରେ ଧ୍ଯାନ ଦିଅ ନାହିଁ, କାରଣ ସମାନେେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି।

ଯିରିମିୟ 27:18

ଆଉ ଯଦି ସମାନେେ ଭବିଷ୍ଯଦବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ଯ ସମାନଙ୍କେଠା ରେ ଥାଏ, ତବେେ ସମାନେେ ସଦାପ୍ରଭୁଙ୍କ ଗୃହ ରେ, ଯିହୁଦାର ରାଜଗୃହ ରେ ଓ ୟିରୁଶାଲମ ରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ୟାଏ, ଏଥିପାଇଁ ସୈନ୍ଯାଧିପତି ସଦାପ୍ରଭୁଙ୍କୁ ବୀନତି କରନ୍ତୁ।

ଯିରିମିୟ 52:19

ପୁଣି ପ୍ରହରୀମାନଙ୍କର ସନୋପତି େଛାଟ ତାଟିଆ, କରଇେ, ବଦେୀ ଉପ ରେ ସିଞ୍ଚନ ପାଇଁ ବ୍ଯବହୃତ ହେଉଥିବା ପାତ୍ର, କଟେଲି, ଦୀପରୁଖା ଏବଂ ପଯେ ନବୈେଦ୍ଯ ଉତ୍ସର୍ଗ ପାଇଁ ବ୍ଯବହୃତ ହେଉଥିବା ପାତ୍ରସବୁ ନଇଗେଲେ। ଖାଣ୍ଟିସୁନା ଓ ରୂପା ରେ ନିର୍ମିତ ହାଇେଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।

ଦାନିଏଲ 1:2

ବର୍ତ୍ତମାନ ସଦାପ୍ରଭୁ ଯିହାୟୋକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ବରଙ୍କ ମନ୍ଦିରରୁ ନଇଗେଲେ। ସେ ସିନଯର ଭୂମିକୁ ସବୁଗୁଡିକୁ ବହନ କରି ନେଲେ ଏବଂ ଆରଣା ଦବେତାମାନଙ୍କ ମନ୍ଦିର ଭଣ୍ତାରଗୃହ ରେ ସେସବୁ ରଖି ଦେଲେ।

ଦାନିଏଲ 5:2

ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।

Interlinear

Choose Theme