Home Bibles ☰ Books ଯିରିମିୟ 27:16 · ଓଡ଼ିଆ ବାଇବେଲ
ଯିରିମିୟ 27:16 · ଓଡ଼ିଆ ବାଇବେଲ

ତା'ପ ରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ଯଦବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ଯଦବାକ୍ଯ ପ୍ରଚାର କରି କହନ୍ତି ଯେ, 'ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାୟିବ। କିନ୍ତୁ ତୁମ୍ଭମାନେେ ସମାନଙ୍କେ କଥା ରେ ଧ୍ଯାନ ଦିଅ ନାହିଁ, କାରଣ ସମାନେେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି।

Cross references

ଦିତୀୟ ରାଜାବଳୀ 24:13

ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।

ଦିତୀୟ ବଂଶାବଳୀ 36:7

ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତକେ ଦ୍ରବ୍ଯ ନଇଗେଲେ। ସେ ସହେି ବସ୍ତୁଗୁଡ଼ିକୁ ବାବିଲକୁ ନଇଗେଲେ ଓ ସଗେୁଡ଼ିକୁ ନଇେ ନିଜ ଗୃହ ରେ ରଖିଲେ।

ଯିଶାଇୟ 9:15

ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।

ଯିରିମିୟ 27:10

ମାତ୍ର ତୁମ୍ଭମାନଙ୍କୁ ସ୍ବଦେଶରୁ ଦୂ ରଇେ ଦବୋପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭମାନେେ ଯେପରି ନଷ୍ଟ ହବେ, ଏଥିପାଇଁ ସମାନେେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରୁଛନ୍ତି।

ଯିରିମିୟ 27:14

ପୁଣି ମିଥ୍ଯା ଭବିଷ୍ଯଦବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ତୁମ୍ଭମାନେେ ବାବିଲ ରାଜାର ସବୋ କର ନାହିଁ।

ଯିରିମିୟ 28:3

ବାବିଲର ରାଜା ନବୂଖଦନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନଇେ ୟାଇଅଛି, ସେସବୁ ଆମ୍ଭେ ଦୁଇବର୍ଷ ପୂର୍ର୍ଣ ହବୋ ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫରୋଇ ଆଣିବା।

ଦାନିଏଲ 1:2

ବର୍ତ୍ତମାନ ସଦାପ୍ରଭୁ ଯିହାୟୋକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ବରଙ୍କ ମନ୍ଦିରରୁ ନଇଗେଲେ। ସେ ସିନଯର ଭୂମିକୁ ସବୁଗୁଡିକୁ ବହନ କରି ନେଲେ ଏବଂ ଆରଣା ଦବେତାମାନଙ୍କ ମନ୍ଦିର ଭଣ୍ତାରଗୃହ ରେ ସେସବୁ ରଖି ଦେଲେ।

Interlinear

Choose Theme