Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:16 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:16 · ଓଡ଼ିଆ ବାଇବେଲ

ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।

Cross references

ଯିହିଜିକଲ 41:4

ତା'ପ ରେ ସେ ତା'ର ର୍ଦୈଘ୍ଯ ମାପିଲେ। ଏହାର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମାେତେ କହିଲା, ଏହା ମହାପବିତ୍ର ସ୍ଥାନ ଅଟେ।

ଯିହିଜିକଲ 48:8

ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦଇେଛ ତାହା ଯିହୁଦାର ଉତ୍ତର ସୀମା ରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ଅନ୍ଯାନ୍ଯ ଅଂଶର ସମାନ ହବେ। ଆଉ ଏହାର ମଧ୍ଯବର୍ତ୍ତୀ ସ୍ଥାନ ରେ ମନ୍ଦିର ହବେ।

ଯିହିଜିକଲ 48:35

ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।

Interlinear

Choose Theme