ମୁଁ ଆହୁରି ଆଜ୍ଞା କରୁଅଛି କି ଯେ କହେି ସହେି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ ସହେି କାଠ ରେ ସେ ବନ୍ଧା ହାଇେ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।
Cross references
ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।'
ସମାନେେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳଯ କଲେ। ସଗେୁଡିକ ଆଜିୟାଏ ବ୍ଯବହାର ହେଉଛି।
ଯଦି କୌଣସି ଲୋକ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ନ ମାନିବ, ରାଜାଙ୍କର ବ୍ଯବସ୍ଥା ନ ମାନିବ, ସମାନେେ ନିଶ୍ଚିତ ରେ ଦଣ୍ତିତ ହବେେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ଯୁଦଣ୍ତ ହାଇପୋ ରେ, ନିର୍ବାସିତ ହାଇପୋ ରେ, ତାକୁ ଅର୍ଥଦଣ୍ତ ହାଇପୋ ରେ ବା ବନ୍ଦୀତ୍ବ ଦଣ୍ତ ଦିଆୟାଇ ପା ରେ।
ଏଷ୍ଟର କହିଲା, ଯବେେ ମହାରାଜାଙ୍କ ଦୃଷ୍ଟି ରେ ଭଲ ଦିଶେ, ତବେେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସହେି ଭୋଜିକୁ ଆଗମନ କରନ୍ତୁ।
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ରାଜା କଲଦୀଯମାନଙ୍କୁ କହିଲେ, ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷଯ ରେ ତୁମ୍ଭମାନେେ ମାେତେ କହିବା ଉଚିତ୍। ଏବଂ ତା'ପ ରେ ତୁମ୍ଭମାନେେ ମାେତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭମାନେେ ସ୍ବପ୍ନ ବିଷଯ ରେ ବା ଏହାର ଅର୍ଥ ମାେତେ ନକୁହ, ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଆଦେଶ ଦବେି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତ ରେ ପରିଣତ କରାୟିବ।
ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବରଙ୍କ ପ୍ରତିକୂଳ ରେ ଭ୍ରାନ୍ତିଜନକ କଥା କହିବେ, ସମାନେେ ଖଣ୍ତ ଖଣ୍ତ ହାଇେ କଟାଯିବେ ଓ ସମାନଙ୍କେର ଗୃହସବୁ ଭଂଗା ହବେ ଓ ଧୂଳିସାତ୍ ହବେ। କାରଣ ଏହିପରି ଭାବରେ କୌଣସି ଦବେତା ତାଙ୍କର ଦାସମାନକୁ ଉଦ୍ଧାର କରିପାରିବେ ନାହିଁ।