Cross references
ପ୍ରଥମ ବଂଶାବଳୀ 9:10
ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।
ପ୍ରଥମ ବଂଶାବଳୀ 24:7
ପ୍ରଥମ ଦଳ ଥିଲା ଯିହାୟୋଦାରରୀବଙ୍କ ଦଳ।
ପ୍ରଥମ ବଂଶାବଳୀ 24:11
ନବମ ଦଳ ଥିଲା ଯଶୂେଯଙ୍କ ଦଳ।
ଏଜ୍ରା 3:9
ସେତବେେଳେ ୟୋଶୂଯ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀଯଲେ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ବରଙ୍କ ମନ୍ଦିର ରେ କର୍ମକାରୀମାନଙ୍କ ତତ୍ତ୍ବବଧାରଣ ରେ ଭାରପ୍ରାପ୍ତ ହବୋ ପାଇଁ ଏକତ୍ର ଠିଆ ହେଲେ। ହନୋଦଦର ପୁତ୍ରଗଣ ସମାନଙ୍କେର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲବେୀୟ ଥିଲେ।
ଏଜ୍ରା 10:18
ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:
ଏଜ୍ରା 10:20
ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।
ଏଜ୍ରା 10:21
ହାରିମର ବଂଶଧରମାନଙ୍କ ମଧ୍ଯରୁ ମା ସଯେ ଓ ଏଲୀଯ ଓ ଶମଯିଯ ୟିହୀଯଲେ ଓ ଉଷିୟ।
ଏଜ୍ରା 10:22
ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,
ନିହିମିୟା 7:39
ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।