Home Bibles ଏଜ୍ରା 10:20 · ଓଡ଼ିଆ ବାଇବେଲ
ଏଜ୍ରା 10:20 · ଓଡ଼ିଆ ବାଇବେଲ

ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।

Cross references

ପ୍ରଥମ ବଂଶାବଳୀ 24:14

ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।

ଏଜ୍ରା 2:36

ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।

ଏଜ୍ରା 2:37

ଇମ୍ମରେ ବଂଶଧର 1,052 ଜଣ।

ଏଜ୍ରା 2:39

ହାରୀମର ବଂଶଧର 1 ,017 ଜଣ।

ଏଜ୍ରା 3:2

ୟୋଷାଦକର ପୁତ୍ର ଯଶୂେଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରମେଶ୍ବରଙ୍କ ଲୋକ ମାଶାଙ୍କେର ବ୍ଯବସ୍ଥାର ଲିଖନ ଅନୁସାରେ ହାମବେଳି ଉତ୍ସର୍ଗ କରିବା ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ୟଜ୍ଞବଦେୀ ନିର୍ମାଣ କଲେ।

ନିହିମିୟା 7:40

ଇମ୍ମରରେ ବଂଶଧର 1,052 ଜଣ।

Interlinear

Choose Theme