Cross references
ପ୍ରଥମ ବଂଶାବଳୀ 9:10
ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।
ଏଜ୍ରା 2:36
ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।
ନିହିମିୟା 7:39
ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।
ନିହିମିୟା 11:10
ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,
ନିହିମିୟା 12:19
ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।