Home Bibles ☰ Books ଯିହିଜିକଲ 9:2 · ଓଡ଼ିଆ ବାଇବେଲ
ଯିହିଜିକଲ 9:2 · ଓଡ଼ିଆ ବାଇବେଲ

ତାପ ରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସମାନଙ୍କେର ପ୍ରେତ୍ୟକକଙ୍କର ହସ୍ତ ରେ ବିନାଶକ ଅସ୍ତ୍ର ଥିଲା ଓ ସମାନଙ୍କେର ମଧ୍ଯ ସ୍ଥାନ ରେ ଶୁକ୍ଲବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାଶର୍‌ବ ରେ ଲେଖକର କାଳି ଦୁଆତ ଥିଲା। ଏବଂ ସମାନେେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମଯ ୟଜ୍ଞବଦେୀର ପାଶର୍‌ବ ରେ ଠିଆ ହେଲେ।

Cross references

ଯାତ୍ରା ପୁସ୍ତକ 27:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 40:29

ମାଶାେ ପବିତ୍ର ତମ୍ବୁର ସମ୍ମୁଖ ରେ ବଳିଦାନ ପାଇଁ ୟଜ୍ଞବଦେୀ ରଖିଲେ ଏବଂ ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବ ଆଜ୍ଞାନୁସା ରେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ।

ଲେବୀୟ ପୁସ୍ତକ 16:4

ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଦିତୀୟ ରାଜାବଳୀ 15:35

ମାତ୍ର ସେ ଉଚ୍ଚସ୍ଥଳୀଗୁଡିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ଯ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ବାର ନିର୍ମାଣ କଲେ।

ଦିତୀୟ ବଂଶାବଳୀ 4:1

ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

ଦିତୀୟ ବଂଶାବଳୀ 27:3

ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।

ଯିରିମିୟ 1:15

ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା। ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।

ଯିରିମିୟ 4:6

ସିୟୋନ୍ଆଡ଼େ ଧ୍ବଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାଯନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

ଯିରିମିୟ 5:15

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

ଯିରିମିୟ 8:16

ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 26:10

ଅନନ୍ତ ରେ ଯିହୁଦାର ଅଧିପତିମାନେ ଏହିସବୁ ବିଷଯ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ବାରର ପ୍ରବେଶ ସ୍ଥାନ ରେ ବସିଲେ।

Interlinear

Choose Theme