ଯିହିଜିକଲ 48:18 · ଓଡ଼ିଆ ବାଇବେଲ
ପୁଣି ପବିତ୍ର ଉପହାର ଭୂମି ର୍ଦୈଘ୍ଯାନୁସା ରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହବେ। ଆଉ ତାହା ନଗରର କାର୍ୟ୍ଯ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ।
Cross references
ଯିହୋଶୂୟ 9:27
ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।
ଏଜ୍ରା 2:43
ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।
ନିହିମିୟା 7:46
ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।
ଯିହିଜିକଲ 45:6
ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5 ,000 ହାତ ପ୍ରସ୍ଥ ଓ 25,000 ହାତ ର୍ଦୈଘ୍ଯ ଭୂମି ନିରୂପଣ କରିବି। ତାହା ସମୁଦାଯ ଇଶ୍ରାୟେଲ ବଂଶର ନିମନ୍ତେ ହବେ।