ଯିହିଜିକଲ 48:19 · ଓଡ଼ିଆ ବାଇବେଲ
ଆଉ ଇଶ୍ରାୟେଲର ୟାବତୀଯ ପରିବାରବର୍ଗ ସହେି ଭୂମିରେ କୃଷି କରିବେ।
Cross references
ପ୍ରଥମ ରାଜାବଳୀ 4:7
ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।
ନିହିମିୟା 11:1
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।
ଯିହିଜିକଲ 45:6
ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5 ,000 ହାତ ପ୍ରସ୍ଥ ଓ 25,000 ହାତ ର୍ଦୈଘ୍ଯ ଭୂମି ନିରୂପଣ କରିବି। ତାହା ସମୁଦାଯ ଇଶ୍ରାୟେଲ ବଂଶର ନିମନ୍ତେ ହବେ।