ତା'ପ ରେ ସେ ମାେତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫରୋଇ ଆଣିଲେ।
Cross references
ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।
ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖ ରେ ଯିହାଶାଫେଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ମଧ୍ଯରୁ ଉଠି ଠିଆ ହେଲେ।
ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣ ରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ୟଜ୍ଞବଦେୀ ସବୁ ନିର୍ମାଣ କଲେ।
ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।
ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।
ଯେତବେେଳେ ଯାଜକମାନେ ପବିତ୍ର ଅଞ୍ଚଳ ରେ ପ୍ରବେଶ କରନ୍ତି, ସେ ସମୟରେ ସମାନେେ ସହେି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସମାନେେ ପରିଚର୍ୟ୍ଯା କରନ୍ତି ତାହାସବୁ ସଠାେ ରେ ନ ରଖିବା ପର୍ୟ୍ଯନ୍ତ ସେସବୁ ପବିତ୍ର। ଆଉ ସମାନେେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।
ଏହାପ ରେ ସେ ମାେତେ ପୂର୍ବଦ୍ବାର ନିକଟକୁ ଆଣିଲେ।
ଆଉ ପୂର୍ବ ଦ୍ବାର ଦଇେ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧିଅରେ ପ୍ରବେଶ କଲା।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।
ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।