ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।
Cross references
ଏହାପରେ କଯିନ କହିଲା, ମାରଦେଣ୍ଡ ଅସହ୍ଯ!
ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
ତହିଁରେ ସହେି ପୁରୁଷ ଅପରାଧରୁ ମୁକ୍ତ ହବେ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।
ମାତ୍ର ଲବେୀମାନେ ସମାଗମ ତମ୍ବୁର ସବୋ କରିବେ ଓ ସମାନେେ ଏଥିପାଇଁ ଦାଯୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହବେ। କିନ୍ତୁ ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଦେଶ ଅଧିକାର ପାଇବେ ନାହିଁ।
ସେ ସମୟରେ ଯାଜକମାନେ ବଳିଦାନ ୟିରୁଶାଲମସ୍ଥିତ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଆଣିଲେ ନାହିଁ। ସମାନେେ ଯିହୁଦା ନଗର ଚତୁର୍ଦ୍ଦିଗ ରେ ରହିଲେ ଓ ସହେି ନଗରଗୁଡିକର ଉଚ୍ଚ ସ୍ଥଳିମାନଙ୍କ ରେ ଦ୍ବୀପ ଓ ନବୈେଦ୍ଯ ଜଳାଇଲେ। ସହେି ଉଚ୍ଚସ୍ଥଳୀଗୁଡିକ ଗବୋଠାରୁ ବରେଶବୋ ପର୍ୟ୍ଯନ୍ତ ଲାଗି ଥିଲା।
ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।
ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।
ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।
ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।
ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।
ଉଭୟ ଭବିଷ୍ଯଦବକ୍ତା ଓ ଯାଜକଗଣ ସବୁ ମିଛ। କାରଣ ସଦାପ୍ରଭୁ କହନ୍ତି, ଏପରିକି ସମାନେେ ମାେ ମନ୍ଦିର ରେ ଅପକର୍ମ କରୁଥିବାର ମୁଁ ଦେଖିଲି।
ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।
କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ତାହା ସାଦୋକର ସନ୍ତାନଗଣ ମଧ୍ଯରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହବେ। ଯେଉଁମାନେ ମାେତେ ବିଶ୍ବସ୍ତ ଭାବରେ ସବୋ କରିଛନ୍ତି, କାରଣ ସମାନେେ ଆମର ରକ୍ଷଣୀଯ। ଇଶ୍ରାୟେଲର ପରିବାରବର୍ଗ ବିପଥଗାମୀ ହବୋ ସମୟର ଲବେୀୟମାନେ ଯେପରି ବିପଥଗାମୀ ହେଲେ, ସମାନେେ ସପରେି ବିପଥଗାମୀ ହେଲେ ନାହିଁ।
ତେଣୁ ଯାଜକମାନେ ଜୀବନ ଶୈଳୀ ରେ ସହେି ଲୋକମାନଙ୍କ ପରି ହେଲେ। ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସମାନଙ୍କେର ମନ୍ଦକାର୍ୟ୍ଯ ଲାଗି ଆମ୍ଭେ ସମାନଙ୍କେୁ ଫଳ ଦବୋ।
ସମାନଙ୍କେର ଭବିଷ୍ଯଦ୍-ବକ୍ତାମାନେ ନଗଣ୍ଯ ଓ ସମାନେେ ବିଶ୍ବାସଘାତକ ଅଟନ୍ତି। ସମାନଙ୍କେର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସମାନେେ ପରମେଶ୍ବରଙ୍କ ଶିକ୍ଷା ବିରୁଦ୍ଧ ରେ କାର୍ୟ୍ଯ କରିଛନ୍ତି।
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।