ଯିହିଜିକଲ 42:7 · ଓଡ଼ିଆ ବାଇବେଲ
କୋଠରୀଗୁଡ଼ିକର ସମାନ୍ତରାଳ ଭାବରେ ଭିତର ପ୍ରାଙ୍ଗଣର ଚାରିପଟେ ବାହା ରେ କାନ୍ଥଗୁଡ଼ିକ ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଥିଲା।
Cross references
ଯିହିଜିକଲ 42:10
ପ୍ରବେଶ ପଥଟି ପ୍ରାଙ୍ଗଣ ପାଖ ରେ କାନ୍ଥର ଆରମ୍ଭ ବିନ୍ଦୁ ରେ ଥିଲା। ଦକ୍ଷିଣ ଦିଗ ରେ କଠାେରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖ ରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖ ରେ ଥିଲା। ଏହି କଠାେରୀଗୁଡ଼ିକର ସମ୍ମୁଖ ରେ ଏଗାରଟି ପଥ ଥିଲା।
ଯିହିଜିକଲ 42:12
ପୁଣି ଦକ୍ଷିଣ ଦିଗସ୍ଥିତ କଠାେରୀଗୁଡ଼ିକର ଦ୍ବାର ତୁଲ୍ଯ ପଥ ଶଷେ ରେ ଗୋଟିଏ ଦ୍ବାର ଥିଲା। ସହେି ପଥ କାନ୍ଥର ସମ୍ମୁଖ ରେ ଅର୍ଥାତ୍ ୟିବା ଲୋକର ପୂର୍ବ ଦିଗ ରେ ପଡ଼ିଲା।