ଯିହିଜିକଲ 41:20 · ଓଡ଼ିଆ ବାଇବେଲ
ଭୂମିଠାରୁ ଦ୍ବାରର ଉପରଭାଗ ପର୍ୟ୍ଯନ୍ତ କିରୂବଦୂତ ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହାଇେଥିଲା।
Cross references
ଯିହିଜିକଲ 41:18
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।