Home Bibles ☰ Books ଯିହିଜିକଲ 41:21 · ଓଡ଼ିଆ ବାଇବେଲ
ଯିହିଜିକଲ 41:21 · ଓଡ଼ିଆ ବାଇବେଲ

ପବିତ୍ରସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖ ରେ କାଠ ରେ ନିର୍ମିତ ବଦେୀ ପରି ଦଖାଯାେଉଥିବା କିଛି ଗୋଟିଏ ଥିଲା।

Cross references

ପ୍ରଥମ ରାଜାବଳୀ 6:33

ମୁଖ୍ଯ କଠାେରୀର ପ୍ରବେଶ ଦ୍ବାର ରେ ଜିତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା।

ଯିହିଜିକଲ 40:14

ସହେି ମନୁଷ୍ଯଟି ଉପସ୍ତମ୍ଭର ଦୁଇ କାନ୍ଥ ସମତେ ଚାରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମାଟେ ଷାଠିଏ ହାତ ଥିଲା।

ଯିହିଜିକଲ 41:1

ତାପ ରେ ସେ ମାେତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାଶର୍‌ବ କାନ୍ଥକୁ ମାପିଲେ। ଏହାର ଉଭୟ ପାଶର୍‌ବ ରେ ପ୍ରାଯ ଛଅ ହାତ ଲଖାଏଁେ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି।

Interlinear

Choose Theme