Home Bibles ଯିହିଜିକଲ 41:19 · ଓଡ଼ିଆ ବାଇବେଲ
ଯିହିଜିକଲ 41:19 · ଓଡ଼ିଆ ବାଇବେଲ

ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ଯର ଉଭୟ ପାଶର୍‌ବର ଖଜୁର୍ର ବୃକ୍ଷକୁ ଅନାଇଥିଲେ।

Cross references

ପ୍ରଥମ ରାଜାବଳୀ 7:29

ପୁଣି ବିଟର ମଧ୍ଯବର୍ତ୍ତିସସହିସବୁ ମଧ୍ଯଲଦଶସର ସିଂହ,ସଗାରୁ ଓ କିରୁବ ଦୂତମାଲନ ଥିଲଲ। ବିଟ ଉପଲର ଏକ ବଇଠି ଥିଲା। ପୁଣି ସିଂହ ଓସଗାରୁମାନଙ୍କ ତଲଳ ସୂକ୍ଷ୍ମ କାର୍ୟ୍ଯର ମାଳା ଥିଲା।

ଯିହିଜିକଲ 1:10

ପ୍ରତି ପ୍ରାଣୀର ଚାରି ମୁଖ ମଧ୍ଯରୁ ସମ୍ମୁଖ ଭାଗ ରେ ମନୁଷ୍ଯର ମୁଖ, ଦକ୍ଷିଣ ପାଶର୍‌ବ ରେ ସିଂହର ମୁଖ, ବାମ ପାଶର୍‌ବ ରେ ଗୋରୁର ମୁଖ ଓ ପଛ ଭାଗ ରେ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

ଯିହିଜିକଲ 10:14

ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା।

Interlinear

Choose Theme