Home Bibles ☰ Books ଯିହିଜିକଲ 41:16 · ଓଡ଼ିଆ ବାଇବେଲ
ଯିହିଜିକଲ 41:16 · ଓଡ଼ିଆ ବାଇବେଲ

କାଷ୍ଠ ଆଚ୍ଛାଦିତ ଦ୍ବାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ବାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ୟ୍ଯନ୍ତ ସବୁଗୁଡ଼ିକୁ ମାପିଲେ।

Cross references

ପ୍ରଥମ ରାଜାବଳୀ 6:4

ମନ୍ଦିରର ଝରକାଗୁଡିକ ସଂକୀର୍ଣ ଥିଲା। ଏ ଗୁଡିକ ବାହାରକୁ ସଂକୀର୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥି ରେ ଜାଲିକାମ ହାଇେଥିଲା।

ପ୍ରଥମ ରାଜାବଳୀ 6:15

ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡିକ ଏରସ କାଠର ପଟା ରେ ଆଚ୍ଛାଦିତ ହାଇେଥିଲା। ଗୋଟିଏ ବି ପଥର ଦଖାଗେଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡିକରେ ଫୁଲ ଓ ଲତାର ଛବି ଖାଦେନ କରାଗଲା।

ଦିତୀୟ ବଂଶାବଳୀ 3:5

ବଡ଼ କଠାେରୀର କାନ୍ଥ ରେ ଶଲୋମନ ଦବଦୋରୁ କାଠର ଆସ୍ତରଣ ଦଇେ ତା' ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥି ରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।

ଯିଶାଇୟ 6:4

ସେତବେେଳେ ଘାଷେଣାକାରୀଙ୍କ ଉଚ୍ଚରବ ରେ ଦ୍ବାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମ ରେ ପରିପୂର୍ଣ୍ଣ ହେଲା।

ଯିହିଜିକଲ 40:16

ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

ଯିହିଜିକଲ 40:25

ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

ଯିହିଜିକଲ 41:25

ପୁଣି କାନ୍ଥ ରେ ଯେପରି କିରୂବଦୂତଗଣର ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା ସହେିପରି ମନ୍ଦିର କବାଟରେ ମଧ୍ଯ ହାଇେଥିଲା। ବାହାର ବାରଣ୍ଡାର ଅଗ୍ର ଭାଗ ରେ ମାଟେ କଡ଼ିକାଠର ଛାତ ଥିଲା।

ଯିହିଜିକଲ 42:3

ଭିତର ପ୍ରାଙ୍ଗଣ ରେ କୋଡ଼ିଏ ହାତ ସମ୍ମୁଖ ରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖ ରେ ତୃତୀୟ ମହଲା ରେ ଲଗାଲଗି ହାଇେ ଅପ୍ରଶସ୍ତ ବାରଣ୍ଡା ଥିଲା।

ହଗୟ 1:4

ତୁମ୍ଭମାନେେ ଭାବୁଛ ଯେ ସୁନ୍ଦର ଘ ରେ ବାସ କରିବାକୁ ଠିକ୍ ସମୟ ଆସିୟାଇଛି। ସୁନ୍ଦର କାନ୍ଥ ରେ କାଠ ଫଳକ ଲାଗିଥିବା ଘ ରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥା ରେ ଅଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:12

ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।

Interlinear

Choose Theme