ଯିହିଜିକଲ 41:25 · ଓଡ଼ିଆ ବାଇବେଲ
ପୁଣି କାନ୍ଥ ରେ ଯେପରି କିରୂବଦୂତଗଣର ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା ସହେିପରି ମନ୍ଦିର କବାଟରେ ମଧ୍ଯ ହାଇେଥିଲା। ବାହାର ବାରଣ୍ଡାର ଅଗ୍ର ଭାଗ ରେ ମାଟେ କଡ଼ିକାଠର ଛାତ ଥିଲା।
Cross references
ଯିହିଜିକଲ 41:18
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।