Home Bibles ଯିହିଜିକଲ 36:38 · ଓଡ଼ିଆ ବାଇବେଲ
ଯିହିଜିକଲ 36:38 · ଓଡ଼ିଆ ବାଇବେଲ

ନିରୂପିତ ପର୍ବମାନଙ୍କ ରେ ୟିରୁଶାଲମ ରେ ଯେପରି ବଳି ଯୋଗ୍ଯ ମଷେ ଓ ଛାଗପଲ ପୂର୍ଣ୍ଣ ହାଇେ ୟାଆନ୍ତି, ଶୂନ୍ଯ ନଗରଗୁଡ଼ିକ ବହୁ ମନୁଷ୍ଯ ରେ ପରିପୂର୍ଣ୍ଣ ହବେ।

Cross references

ଯାତ୍ରା ପୁସ୍ତକ 23:17

ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।

ଯାତ୍ରା ପୁସ୍ତକ 34:23

ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।

ଦିତୀୟ ବିବରଣ 16:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

ପ୍ରଥମ ରାଜାବଳୀ 8:63

ରାଜା ଶଲୋମନ ଓ ଇଶ୍ରାୟେଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 1,20,000 ମଷେ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ସମଗ୍ର ଇଶ୍ରାୟେଲ ଲୋକେ ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗ କଲେ।

ଦିତୀୟ ବଂଶାବଳୀ 7:8

ଶ ଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ସାତଦିନ ପର୍ୟ୍ଯନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସହେି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ।

ଦିତୀୟ ବଂଶାବଳୀ 30:21

ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।

ଦିତୀୟ ବଂଶାବଳୀ 35:7

ଯୋଶିୟ ଇଶ୍ରାୟେଲର ଲୋକମାନଙ୍କୁ 30,000 ମଷେ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ଯା କରିବାକୁ ଦେଲେ। ସେ ଆହୁରି ମଧ୍ଯ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ବ ପଶୁପଲର ଥିଲା।

ଯିରିମିୟ 30:19

ସହେି ସ୍ଥାନମାନଙ୍କରୁ ଧନ୍ଯବାଦ ଓ ଆନନ୍ଦର ଧ୍ବନି ବାହାରିବ। ଆମ୍ଭେ ସମାନଙ୍କେୁ ଅସଂଖ୍ଯ କରିବା। ସମାନେେ ଅଳ୍ପ ସଂଖ୍ଯକ ହାଇେ ରହିବେ ନାହିଁ ଆଉ ଆମ୍ଭେ ସମାନଙ୍କେୁ ଗୌରବନ୍ବିତ କରିବା। କହେି ସମାନଙ୍କେୁ ଘୃଣା କରିବେ ନାହିଁ।

ଯିରିମିୟ 31:27

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନବୋ। ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ପଶୁମାନଙ୍କୁ ଦ୍ବିଗୁଣିତ କରିବା।

ଯିହିଜିକଲ 34:31

ଆଉ ତୁମ୍ଭମାନେେ ଆମ୍ଭର ମଷେ ଓ ଆମ୍ଭ ତୃଣଭୂମିର ମଷେ ଅଟ। ତୁମ୍ଭମାନେେ ମନୁଷ୍ଯ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ବର ଅଟୁ। ଏହା ମାରେପ୍ରଭୁ ସଦାପ୍ରଭୁ କହନ୍ତି।

ଯିହିଜିକଲ 36:33

ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସଦେିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।

ଯିହିଜିକଲ 46:9

ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।

ଯିଖରିୟ 8:19

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।

ଯୋହନଲିଖିତ ସୁସମାଚାର 10:16

ମାରେ ଅନ୍ୟ ମଷେମାନେ ମଧ୍ଯ ଅଛନ୍ତି। ସମାନେେ ଏହି ପଲ ରେ ନାହାଁନ୍ତି। ମୁଁ ସମାନଙ୍କେୁ ମଧ୍ଯ ଆଣିବି। ସମାନେେ ମାରେ ସ୍ବର ଶୁଣିବେ। ଭବିଷ୍ଯତ ରେ ଗୋଟିଏ ପଲ ହବେ ଓ ସେ ପଲର ଜଣେ ମଷେପାଳକ ହବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:5

ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ୟିରୂଶାଲମ ରେ ରହୁଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:4

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

Interlinear

Choose Theme