Home Bibles ☰ Books ଯିହିଜିକଲ 32:20 · ଓଡ଼ିଆ ବାଇବେଲ
ଯିହିଜିକଲ 32:20 · ଓଡ଼ିଆ ବାଇବେଲ

ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।

Cross references

ଗୀତସଂହିତା 28:3

ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କ ମଧ୍ଯରୁ ଜଣେ ବୋଲି ଗଣ ନାହିଁ। ସହେି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ ଶାନ୍ତିର ସନ୍ଦେଶ ଶୁଣାନ୍ତି କିନ୍ତୁ ହୃଦଯ ମଧ୍ୟରେ ସମାନେେ ସହେି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥାଆନ୍ତି।

ହିତୋପଦେଶ 24:11

ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ଯା କରିବାକୁ, ତବେେ ତୁମ୍ଭେ ତାଙ୍କୁ ରକ୍ଷା କର।

ଯିରିମିୟ 22:19

ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।

ଯିହିଜିକଲ 29:8

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ ମୁଁ ତୁମ୍ଭ ବିରୁଦ୍ଧ ରେ ଖଡ୍ଗ ଆଣିବି ଓ ତୁମ୍ଭ ମଧ୍ଯରୁ ମନୁଷ୍ଯ କଥା ପଶୁମାନଙ୍କୁ ବିନାଶ କରିବି।

ଯିହିଜିକଲ 32:23

ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।

ଯିହିଜିକଲ 32:29

ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।

Interlinear

Choose Theme