Home Bibles ଯିହିଜିକଲ 32:21 · ଓଡ଼ିଆ ବାଇବେଲ
ଯିହିଜିକଲ 32:21 · ଓଡ଼ିଆ ବାଇବେଲ

ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।

Cross references

ଗଣନା ପୁସ୍ତକ 16:30

ମାତ୍ର ସଦାପ୍ରଭୁ ଯବେେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ସର୍ବସ୍ବ ଗ୍ରାସ କରେ, ସମାନଙ୍କେୁ ଜିଅନ୍ତା କବର ଦିଅ, ତବେେ ତୁମ୍ଭେ ମା ହୃଦବୋଧ କରିବ ଯେ, ସମାନେେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।

ଗୀତସଂହିତା 9:17

ଯେଉଁମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ମନ୍ଦ ଲୋକ ଅଟନ୍ତି। ସମାନେେ ମୃତ୍ଯୁ ସ୍ଥାନକୁ ଯିବେ।

ଗୀତସଂହିତା 55:15

ମୁଁ ଇଚ୍ଛା କରେ ୟେ, ମୃତ୍ଯୁ ମାରେ ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖାଲିେ ହାଇଯୋଉ ଓ ସମାନଙ୍କେୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସମାନଙ୍କେର ବାସସ୍ଥାନରେ ସମାନଙ୍କେ ମଧ୍ୟରେ ଦୁଷ୍ଟତା ଅଛି।

ହିତୋପଦେଶ 14:32

ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

ଯିଶାଇୟ 1:31

ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।

ଯିଶାଇୟ 14:9

ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।

ଯିଶାଇୟ 14:10

ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, ବର୍ତ୍ତମାନ ତୁମ୍ଭମାନେେ ଆମ୍ଭ ପାଇଁ ମୃତ ପ୍ରାଯ। ତୁମ୍ଭମାନେେ ଆମ୍ଭମାନଙ୍କ ପାଇଁ ସମାନ।'

ଯିହିଜିକଲ 32:19

ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।

ଯିହିଜିକଲ 32:24

ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।

ଯିହିଜିକଲ 32:27

ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।

ଲୂକଲିଖିତ ସୁସମାଚାର 16:23

ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

Interlinear

Choose Theme