Home Bibles ଯିହିଜିକଲ 31:4 · ଓଡ଼ିଆ ବାଇବେଲ
ଯିହିଜିକଲ 31:4 · ଓଡ଼ିଆ ବାଇବେଲ

ଅମାପ ଜଳ ତାହାକୁ ପୁଷ୍ଟ କଲା। ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା ଓ ତାହାର ସୋର୍ତ ସମୂହ ବୃକ୍ଷରୋପଣ ସ୍ଥାନର ଚତୁର୍ଦ୍ଦିଗ ରେ ପ୍ରବାହିତ ହେଲା।

Cross references

ହିତୋପଦେଶ 14:28

ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

ଯିରିମିୟ 51:36

ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦବୋ ଓ ତୁମ୍ଭ ପାଇଁ ପ୍ରତିଶାଧେ ନବୋ। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦବୋ ଓ ତାହାର ନିର୍ଝରକୁ ଶୁଖାଇ ଦବୋ।

ଯିହିଜିକଲ 17:5

ଏବଂ ସହେି ପକ୍ଷୀ ସେ ଦେଶ ରେ ବୀଜ ନଇେ ଏକ ଉର୍ବର ଭୂମିର କ୍ଷତେ ରେ ତାହା ରୋପଣ କଲା। ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା।

ଯିହିଜିକଲ 17:8

ସହେି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ ଓ ଫଳବତୀ ହାଇେ ଉତ୍ତମ ଦ୍ରାକ୍ଷାଲତା ହବେ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହାଇେଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:1

ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:15

ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।

Interlinear

Choose Theme