Home Bibles ☰ Books ଯିଶାଇୟ 31:3 · ଓଡ଼ିଆ ବାଇବେଲ
ଯିଶାଇୟ 31:3 · ଓଡ଼ିଆ ବାଇବେଲ

ମିଶରୀଯମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ବର ନିହଁନ୍ତି। ସମାନଙ୍କେର ଅଶ୍ବଗଣ ମାଂସରୁ ଏବଂ ହାତରୁ ତିଆରି ମାତ୍ର ଆତ୍ମା ନୁହଁନ୍ତି। ସଦାପ୍ରଭୁ ଯେତବେେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାୟ୍ଯ ପ୍ରାପ୍ତ ବ୍ଯକ୍ତିର ମଧ୍ଯ ପତନ ଘଟିବ। ଉଭୟ ଏକତ୍ର ଧ୍ବଂସ ହବେେ।

Cross references

ଦିତୀୟ ବିବରଣ 32:30

ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

ଦିତୀୟ ବଂଶାବଳୀ 32:8

ଅଶୂରର ରାଜାଙ୍କ ସହିତ କବଳେ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ୟୁଦ୍ଧ କରିବେ। ଏହିପରି ଯିହୁଦାର ରାଜା ହିଜକିଯ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

ଗୀତସଂହିତା 9:20

ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସମାନେେ ଜାଣିବା ଉଚିତ୍ ୟେ ସମାନେେ କବଳେ ମନୁଷ୍ଯ ମାତ୍ର ଅଟନ୍ତି। -ସେଲା-

ଗୀତସଂହିତା 33:17

ଅଶ୍ବମାନେ କବଳେ ୟୁଦ୍ଧରେ ବିଜଯୀ କରାନ୍ତି ନାହିଁ। ସମାନଙ୍କେର ଶକ୍ତି କବଳେ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହବେ ନାହିଁ।

ଗୀତସଂହିତା 146:3

ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଯିଶାଇୟ 9:17

ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।

ଯିଶାଇୟ 20:4

ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀଯମାନେ ଲଜ୍ଜିତ ହବେ। କାରଣ ମିଶରୀଯ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀଯ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ଯପାଦ କରି ସମାନେେ ତାଙ୍କ ଦେଶରୁ ନଇେଯିବେ।

ଯିଶାଇୟ 20:6

ସହେି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, ଆମ୍ଭମାନେେ ଏହି ଦେଶଗୁଡ଼ିକ ଉପ ରେ ସାହାୟ୍ଯ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟକୁ ରକ୍ଷା ପାଇଁ ପାଇଁ ସମାନଙ୍କେ ନିକଟକୁ ଆମ୍ଭମାନେେ ବିଶ୍ବାସ ଭୂମି ଭାବି ଧାଇଁ ୟାଇଥିଲୁ। ମାତ୍ର ସହେି ଦେଶଗୁଡ଼ିକ ଅଧିକୃତ ହେଲା, ତବେେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭମାନେେ କିପରି ବଞ୍ଚିବୁ ?'

ଯିଶାଇୟ 30:5

ସମାନେେ ହତାଶ ହବେେ କାରଣ ଯେଉଁ ବ୍ଯକ୍ତିମାନଙ୍କ ଉପ ରେ ସମାନେେ ସାହାୟ୍ଯ ପାଇଁ ବିଶ୍ବାସ କରିବେ, ସମାନେେ ସାହାୟ୍ଯ କରିବେ ନାହିଁ। ସମାନେେ ଲଜ୍ଜା ଏବଂ କଳଙ୍କ ପାଇବେ।'

ଯିଶାଇୟ 30:7

ସହେି ମିଶର ବୃଥା ଓ ମିଥ୍ଯା ରେ ସାହାୟ୍ଯ କରେ। ତେଣୁ ମୁଁ ତାକୁ ନିଷ୍କର୍ମା ରାହାବ' ବୋଲି ନାମକରଣ କରିଛି।

ଯିଶାଇୟ 36:6

ତୁମ୍ଭମାନେେ କ'ଣ ଭଗ୍ନ ୟଷ୍ଟି ସଦୃଶ ମିଶର ଉପ ରେ ନିର୍ଭର କରୁଛ ? ତାହା ଯଦି କରୁଥାଅ ତବେେ ସେ ହାତ ରେ ଫୋଡ଼ି ହାଇୟୋଇ କଣା କରିଦବେ। ମିଶରର ରାଜା ଫାରୋ ଉପ ରେ ଯେଉଁମାନେ ବିଶ୍ବାସ ରଖନ୍ତି, ସମାନେେ ସମସ୍ତେ କିଛି ସାହାୟ୍ଯ ପାଇବେ ନାହିଁ।

ଯିଶାଇୟ 36:9

ମାତ୍ର ତୁମ୍ଭେ ମାରେ ପ୍ରଭୁଙ୍କ ଦାସମାନଙ୍କ ମଧ୍ଯରୁ କ୍ଷୁଦ୍ରତମ ସନୋପତିଙ୍କୁ ମଧ୍ଯ ପରାସ୍ତ କରିପାରିବ ନାହିଁ। ତବେେ ତୁମ୍ଭେ କିପରି ମିଶରର ଅଶ୍ବାରୋହୀ ଓ ରଥ ଉପ ରେ ବିଶ୍ବାସ ରଖୁଛ ?

ଯିରିମିୟ 15:6

ସଦାପ୍ରଭୁ କହନ୍ତି, ହେ ୟିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ଯ କରିଅଛ, ତୁମ୍ଭେ ପଛକୁ ହଟି ୟାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଲାନ୍ତ ହାଇେଅଛୁ।

ଯିରିମିୟ 37:7

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।

ଯିହିଜିକଲ 20:33

ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପର୍ୟ୍ଯନ୍ତ ନିଶ୍ଚଯ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ବାରା ତୁମ୍ଭମାନଙ୍କ ଊପ ରେ ରାଜା ହାଇେ ଶାସନ କରିବୁ।

Interlinear

Choose Theme