Home Bibles ଯିହିଜିକଲ 30:7 · ଓଡ଼ିଆ ବାଇବେଲ
ଯିହିଜିକଲ 30:7 · ଓଡ଼ିଆ ବାଇବେଲ

ପୁଣି ସମାନେେ ଅନ୍ୟ ଧ୍ବଂସପ୍ରାପ୍ତ ନଗରଗୁଡ଼ିକ ମଧିଅରେ ଧ୍ବଂସ ହବେେ। ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧିଅରେ ଥିବ।

Cross references

ଯିରିମିୟ 25:18

ମୁଁ ଯିହୁଦା ଓ ୟିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସହେି ପାତ୍ରରୁ ପାନ କରାଇଲି। ସହେି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶାଚେନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ୟ୍ଯନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ଯବହାର କରନ୍ତି।

ଯିରିମିୟ 46:1

ବିଭିନ୍ନ ଗୋଷ୍ଠୀଗଣ ବିଷଯ ରେ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିହିଜିକଲ 29:12

ଚାଳିଶ ବର୍ଷ ପର୍ୟ୍ଯନ୍ତ ମୁଁ ମିଶରକୁ ଅନ୍ଯାନ୍ଯ ଜନଶୂନ୍ଯ ଦେଶମାନଙ୍କ ମଧିଅରେ ଏକ ଜନଶୂନ୍ଯ ରାଷ୍ଟ୍ର କରି ଦବେି ଏବଂ ଏହାର ନଗରଗୁଡ଼ିକରେ ଅନ୍ଯାନ୍ଯ ଭଗ୍ନ ନଗର ପରି ଭଗ୍ନାବଶଷେ ରହିୟିବ। ମୁଁ ମିଶରୀଯମାନଙ୍କୁ ନାନା ଦେଶୀଯମାନଙ୍କ ମଧିଅରେ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି।

ଯିହିଜିକଲ 32:18

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।

Interlinear

Choose Theme