ଯିହିଜିକଲ 30:15 · ଓଡ଼ିଆ ବାଇବେଲ
ତା'ପ ରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପ ରେ ଆପଣା କୋପ ବୃଷ୍ଟି କରିବି ଓ ମୁଁ ମାେ ନଗରର ଲୋକମାନଙ୍କୁ ବିନାଶ କରିବି।
Cross references
ଗୀତସଂହିତା 11:6
ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
ନାହୂମ 1:6
ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:1
ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ବନି ଶୁଣିଲି। ତାହା ସାତାଟେି ଦୂତଙ୍କୁ କହିଲା, ଯାଅ, ପରମେଶ୍ବରଙ୍କ କୋର୍ଧ ରେ ପୂର୍ଣ୍ଣ ହାଇେଥିବା ସାତାଟେି ପାତ୍ରକୁ ପୃଥିବୀ ଉପରେ ଢ଼ାଳିଦିଅ।