କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
Cross references
ସମାନଙ୍କେୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଚାକର ବାବିଲର ରାଜା ନବୂଖଦନିତ୍ସରକୁ ଆସିବା ପାଇଁ ଆଦେଶ ଦଇେଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଚାଇ ରଖିଅଛୁ, ତାହା ଉପ ରେ ଆପଣା ରାଜକୀଯ ଚନ୍ଦ୍ରାତାପ ବିସ୍ତାର କରିବ।
ବାବିଲର ରାଜା ନବୂଖଦନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ଯଦବକ୍ତା ଯିରିମିୟଙ୍କୁ କହିଲେ,
ମିଶର ଲଜ୍ଜିତା ହବେ। ସେ ଉତ୍ତର ଦେଶୀଯ ଲୋକମାନଙ୍କ ହସ୍ତ ରେ ସମର୍ପିତ ହବେ।
ପୁଣି ସମାନଙ୍କେର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସର ଓ ତାହାର ଦାସମାନଙ୍କ ହସ୍ତ ରେ ଆମ୍ଭେ ସମାନଙ୍କେୁ ସମର୍ପଣ କରିବା। ପୁଣି ସଦାପ୍ରଭୁ କହନ୍ତି, ପୂର୍ବକାଳ ରେ ମିଶର ଯେଉଁପରି ଶାନ୍ତି ରେ ବାସ କରୁଥିଲା, ଏହି ଦୁଃସମୟ ପ ରେ ସେ ପୁନର୍ବାର ଶାନ୍ତି ରେ ରହିବ।
ମାରେପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଉତ୍ତର ଦିଗରୁ ନବୁଖଦନିତ୍ସରଙ୍କୁ ସୋର ବିରୁଦ୍ଧ ରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ବରଥ, ଅଶ୍ବାରୋହୀ, ସମାଜ ଓ ବିପୁଳ ସୈନ୍ଯବାହିନୀ ସହ ଆସିବେ।
ଏବଂ ମିଶର ବିରୁଦ୍ଧ ରେ ଏକ ଖଡ୍ଗ ଆସିବ। ଏବଂ ମିଶର ଦେଶ ରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟ ରେ ଥରିବ। ଏବଂ ଶତୃ ତାହାର ଧନସମ୍ପତ୍ତିସବୁ ନଇେଯିବେ ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦବେେ।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦବେି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ୟାଇଛି। ଏବଂ ତା' ହସ୍ତରୁ ଖଡ୍ଗ ଖସାଇ ଦବେି।