Home Bibles ଯିହିଜିକଲ 28:8 · ଓଡ଼ିଆ ବାଇବେଲ
ଯିହିଜିକଲ 28:8 · ଓଡ଼ିଆ ବାଇବେଲ

ସମାନେେ ତୁମ୍ଭକୁ କବର ଭିତରକୁ ଘନେି ଆସିବେ। ଆଉ ତୁମ୍ଭେ ସମୁଦ୍ରର ମଧ୍ଯସ୍ଥାନ ରେ ହତ ଲୋକମାନଙ୍କ ମୃତ ତୁଲ୍ଯ ମୃତ୍ଯୁ ଭୋଗ କରିବ।

Cross references

ଆୟୁବ ପୁସ୍ତକ 17:16

ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?

ଆୟୁବ ପୁସ୍ତକ 33:18

ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।

ଆୟୁବ ପୁସ୍ତକ 33:28

ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'

ଗୀତସଂହିତା 28:1

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମାେ ପ୍ରତି ନୀରବ ହୁଅ ନାହିଁ। ୟଦି ମାରେ ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହା ହେଲେ ଲୋକମାନେ ଭାବିବେ ମୁଁ ସହେି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ଯୁନ ହୁ ହେଁ।

ଗୀତସଂହିତା 30:9

ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।

ଗୀତସଂହିତା 55:15

ମୁଁ ଇଚ୍ଛା କରେ ୟେ, ମୃତ୍ଯୁ ମାରେ ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖାଲିେ ହାଇଯୋଉ ଓ ସମାନଙ୍କେୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସମାନଙ୍କେର ବାସସ୍ଥାନରେ ସମାନଙ୍କେ ମଧ୍ୟରେ ଦୁଷ୍ଟତା ଅଛି।

ଗୀତସଂହିତା 88:4

ମୁଁ ଜଣେ ଶକ୍ତି ହରାଇଥିବା ପ୍ରାଯ ମୃତ ଲୋକପରି ହାଇେଅଛି।

ହିତୋପଦେଶ 1:12

ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା।

ହିତୋପଦେଶ 28:17

ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

ଯିଶାଇୟ 38:17

ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।

ଯିହିଜିକଲ 27:26

ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ଯକୁ ଆଣି ଅଛନ୍ତି। ମାତ୍ର ପୂର୍ବୀଯ ବାଯୁ ସମୁଦ୍ର ମଧିଅରେ ତୁମ୍ଭକୁ ଭାଙ୍ଗି ପକାଇଛି।

ଯିହିଜିକଲ 27:34

କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳ ରେ ଭଗ୍ନ ହବୋ ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ଯ ଦ୍ରବ୍ଯ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧିଅରେ ପତିତ ହେଲେ।

ଯିହିଜିକଲ 32:18

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।

Interlinear

Choose Theme