ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ତୈଳ ରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହବୋର ସ୍ଥାନ ହବେ। ତୁମ୍ଭର ଆଉ ପୁନଃନିର୍ମାଣ ହବେ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
Cross references
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।
ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।
ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।
ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
ତା'ପ ରେ ସମାନଙ୍କେ ବିରୁଦ୍ଧ ରେ ଆମ୍ଭର କୋରଧ ଶଷେ ହବେ ଓ ଆମ୍ଭର କୋପ ଶାନ୍ତ ହବେ। ଏବଂ ସମାନଙ୍କେ ଉପ ରେ ପ୍ରତିଶାଧେ ନଇେଥିବାରୁ ଆମ୍ଭେ ନିଜେ ଆଶ୍ବସ୍ତ ହବୋ। ତା'ପ ରେ ଯେତବେେଳେ ସମାନଙ୍କେ ଉପରୁ ମାରେ କୋରଧ ଦୂ ରଇେ ୟିବ, ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କୋର୍ଧ ସମାନଙ୍କେ ବିରୁଦ୍ଧ ରେ କହିଅଛୁ।
ଏବଂ ଯେତବେେଳେ ଆମ୍ଭେ କୋରଧ ରେ ଏବଂ କୋର୍ଧ ଭର୍ତ୍ସନା ରେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ, ତୁମ୍ଭମାନଙ୍କର ଚତୁଃପାଶର୍ବ ରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ୟ୍ଯର ଏକ ବିସ୍ମଯର ବିଷଯ ହବେ। କିନ୍ତୁ ସମାନେେ ମଧ୍ଯ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ।
ଆଉ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୁର୍ଭିକ୍ଷ ଓ ବନ୍ଯ ଜନ୍ତୁମାନଙ୍କୁ ପଠାଇବା, ସମାନେେ ତୁମ୍ଭକୁ ନିଃସନ୍ତାନ କରି ଛାଡ଼ି ଦବେେ। ମହାମାରୀ ଓ ରକ୍ତପାତ ତୁମ୍ଭମାନଙ୍କର ମଧ୍ଯ ଦଇେ ୟିବ। ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉଠାଇବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
ଏବଂ ତା'ର ସମସ୍ତ ସୈନ୍ଯ ଖଡ୍ଗ ଦ୍ବାରା ହତ ହବେେ ଯେତବେେଳେ ସମାନେେ ଦୌଡ଼ି ପଳାଇବେ ଏବଂ ଯେ କହେି ବଞ୍ଚିବେ ମୁଁ ପବନ ରେ ଛିନ୍ନଛତ୍ର କରିବି। ମୁଁ ସଦାପ୍ରଭୁ ଏବଂ ମୁଁ ଏହିସବୁ କହିଅଛି।
ତୁମ୍ଭେ ଅଗ୍ନି ରେ ଜାଳସ୍ବରୂପ ହବେ ; ତୁମ୍ଭର ରକ୍ତ ଦେଶ ମଧିଅରେ ପତିତ ହବେ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।'
ମୁଁ ଯେଉଁଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଚାର କରିବି, ସଦେିନ ତୁମ୍ଭର ହୃଦଯ ଓ ଶକ୍ତି ସହିପାରିବ କି ? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି।
ସମାନେେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ। ମୁଁ ମଧ୍ଯ ତାହାର ଧୂଳିସବୁ ଉଡ଼ଇେ ଦବେି ଓ ତାକୁ ଶୁଷ୍କ ତୈଳ କରିବି।
ପୁଣି ସମାନେେ ତୁମ୍ଭର ସମ୍ପଦ ସବୁ ଲୁଟି ନବେେ ଓ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ହରଣ କରିବେ। ଆଉ ମଧ୍ଯ ସମାନେେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେଓ ତୁମ୍ଭର ରମଣୀଯ ଗୃହଗୁଡ଼ିକୁ ଧ୍ବଂସ କରିବେ। ପୁଣି ସମାନେେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନଇେ ସମୁଦ୍ର ଜଳ ରେ ନିକ୍ଷପେ କରିବେ।
ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି। ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରଯ କରିବି। ମୁଁ ବିଦେଶୀମାନଙ୍କ ଦ୍ବାରା ଦେଶ ତଥା ତନ୍ମଧ୍ଯସ୍ଥ ୟାବତୀଯ ବିଷଯ ଧ୍ବଂସ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।
ଇଦୋମର ଲୋକମାନେ କହିବେ, ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।