ଯିହିଜିକଲ 23:44 · ଓଡ଼ିଆ ବାଇବେଲ
ଲୋକମାନେ ବେଶ୍ଯା ନିକଟକୁ ଆସିଲା ପରି ସମାନେେ ତା' ନିକଟକୁ ଆସନ୍ତି। ଏହିପରି ସମାନେେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।
Cross references
ଯିରିମିୟ 3:8
ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।
ଯିହିଜିକଲ 23:3
ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
ଯିହିଜିକଲ 23:9
ତେଣୁ ଆମ୍ଭେ ତାହାର ପ୍ ରମେିକଗଣର ହସ୍ତ ରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ ରମେ ରେ ଆସକ୍ତା ହାଇେଥିଲା ସହେି ଅଶୂରୀଯମାନଙ୍କ ହସ୍ତ ରେ ତାହାକୁ ସମର୍ପଣ କଲୁ।