Home Bibles ☰ Books ଯିହିଜିକଲ 23:43 · ଓଡ଼ିଆ ବାଇବେଲ
ଯିହିଜିକଲ 23:43 · ଓଡ଼ିଆ ବାଇବେଲ

ତବେେ ବ୍ଯଭିଚାର କ୍ରିଯା ରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, 'ବର୍ତ୍ତମାନ ସମାନେେ ତା' ସଙ୍ଗେ ବ୍ଯଭିଚାର ପାପ କରିବେ ଓ ସେ ସମାନଙ୍କେ ସଙ୍ଗେ କରିବ ?'

Cross references

ଏଜ୍ରା 9:7

ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।

ଗୀତସଂହିତା 106:6

ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।

ଯିରିମିୟ 13:23

ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।

ଯିହିଜିକଲ 23:3

ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।

ଦାନିଏଲ 9:16

ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

Interlinear

Choose Theme