Home Bibles ☰ Books ଯିହିଜିକଲ 23:24 · ଓଡ଼ିଆ ବାଇବେଲ
ଯିହିଜିକଲ 23:24 · ଓଡ଼ିଆ ବାଇବେଲ

ସମାନେେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ବ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧ ରେ ଆସିବେ। ସମାନେେ ଚର୍ମ, ଢ଼ାଲ ଓ ଟୋପର ଧରି ଚତୁର୍ଦ୍ଦିଗ ରେ ତୁମ୍ଭ ବିରୁଦ୍ଧ ରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସମାନଙ୍କେୁ ପ୍ରଯୋଗ କରିବି ଓ ସମାନେେ ସମାନଙ୍କେର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।

Cross references

ଦିତୀୟ ଶାମୁୟେଲ 24:14

ଦାଉଦ ଗାଦଙ୍କକ୍ସ୍ଟ କହିଲେ, ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।

ଯିରିମିୟ 39:5

ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।

ଯିରିମିୟ 47:3

ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।

ଯିରିମିୟ 52:9

ତା'ପ ରେ ସମାନେେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନଇଗେଲେ। ତା'ପ ରେ ସଠାେ ରେ ରାଜା ତା' ଉପ ରେ ଦଣ୍ଡ ବିଧାନ କଲେ।

ଯିରିମିୟ 52:11

ତା'ପ ରେ ବାବିଲର ରାଜା ସିଦିକିଯର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନଇଗେଲା ଓ କାରାଗାର ରେ ନିକ୍ଷପେ କଲା। ସେ ମୃତ୍ଯୁ ପର୍ୟ୍ଯନ୍ତ କାରାଗାର ରେ ରହିଲା।

ଯିହିଜିକଲ 16:38

ମୁଁ ତୁମ୍ଭକୁ ବ୍ଯଭିଚାରିଣୀ ଓ ହତ୍ଯାକାରିଣୀ ରୂପେ ବିଚାର କରିବି। ଏବଂ କୋପ ଓ ଅନ୍ତଜ୍ବାଳାର ରକ୍ତ ତୁମ୍ଭ୍ ଉପ ରେ ଉପସ୍ଥିତ କରିବି।

ଯିହିଜିକଲ 21:23

ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଚାର କରାୟିବ, କାରଣ ସମାନଙ୍କେର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସମାନେେ କଲେ। କିନ୍ତୁ ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ ଓ ତା'ପ ରେ ସମାନେେ ଧରାଯିବେ।

ଯିହିଜିକଲ 23:45

କିନ୍ତୁ ଧାର୍ମିକମାନେ ବ୍ଯଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସା ରେ ସମାନଙ୍କେର ବିଚାର କରିବେ। ଏହି କାରଣ ୟୋଗୁ ସମାନେେ ବ୍ଯଭିଚାରିଣୀ ଓ ନରହତ୍ଯାର ରକ୍ତ ସମାନଙ୍କେ ହସ୍ତ ରେ ଅଛି।

ଯିହିଜିକଲ 26:10

ତାହାର ବିପୁଳ ପରିମାଣର ଅଶ୍ବ ହତେୁ ଧୂଳି ରେ ତୁମ୍ଭେ ଆଚ୍ଛାଦିତ ହବେ। ଯେତବେେଳେ ସମାନେେ ତୁମ୍ଭ ନଗର ଦ୍ବାର ରେ ପ୍ରବେଶ କରିବେ, ସେତବେେଳେ ଅଶ୍ବାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦ ରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସମାନେେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହବେ।

ନାହୂମ 2:3

ସହେି ସୈନ୍ଯମାନଙ୍କର ମାହେରଗୁଡିକ ଲାଲ। ସମାନଙ୍କେର ପୋଷାକ ଅତି ଲାଲ। ସମାନଙ୍କେର ରଥଗୁଡିକ ୟୁଦ୍ଧ ପାଇଁ ଧାଡି ରେ ପ୍ରସ୍ତୁତ ହାଇେ ରହିଛି, ସଗେୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ ଦଖାେ ଯାଉଛି। ସମାନଙ୍କେର ବର୍ଚ୍ଛାସବୁ ଉେତ୍ତାଳିତ।

ନାହୂମ 3:2

ତୁମ୍ଭେ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ।

Interlinear

Choose Theme