Home Bibles ନାହୂମ 3:2 · ଓଡ଼ିଆ ବାଇବେଲ
ନାହୂମ 3:2 · ଓଡ଼ିଆ ବାଇବେଲ

ତୁମ୍ଭେ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ।

Cross references

ବିଚାରକର୍ତାମାନଙ୍କ ବିବରଣ 5:22

ଅଶ୍ବମାନଙ୍କର ଖକ୍ସ୍ଟରା ଭୂମିକକ୍ସ୍ଟ ମନ୍ଥି ପକାଇଲା। ସବରୋ ଘୋଡା କକ୍ସ୍ଟଦାମାରୀ ପଳାଇଲା।

ଆୟୁବ ପୁସ୍ତକ 39:22

ଘାଡ଼ୋ ଭୟ ରେ ହ ସେ। ସେ ଭୟଭୀତ ନୁହେଁ, ସେ ୟୁଦ୍ଧ ଭୂମିରୁ ପଳାଯନ କରିବ ନାହିଁ।

ଯିଶାଇୟ 9:5

ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।

ଯିରିମିୟ 47:3

ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।

ଯୋୟେଲ 2:4

ସମାନେେ ଅଶ୍ବ ସଦୃଶ ଦଖାୟୋଆନ୍ତି। ୟୁଦ୍ଧ ଅଶ୍ବ ପରି ସମାନେେ ଦୌଡିବେ।

ଯୋୟେଲ 2:5

ସମାନଙ୍କେ ଶଦ୍ଦ ପର୍ବତ ଉପ ରେ ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହବେ।

ନାହୂମ 2:3

ସହେି ସୈନ୍ଯମାନଙ୍କର ମାହେରଗୁଡିକ ଲାଲ। ସମାନଙ୍କେର ପୋଷାକ ଅତି ଲାଲ। ସମାନଙ୍କେର ରଥଗୁଡିକ ୟୁଦ୍ଧ ପାଇଁ ଧାଡି ରେ ପ୍ରସ୍ତୁତ ହାଇେ ରହିଛି, ସଗେୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ ଦଖାେ ଯାଉଛି। ସମାନଙ୍କେର ବର୍ଚ୍ଛାସବୁ ଉେତ୍ତାଳିତ।

ନାହୂମ 2:4

ଅଶ୍ବଗ୍ଭଳିତ ରଥଗୁଡିକ ରାସ୍ତା ରେ ଧାଉଁଛନ୍ତି। ସମାନେେ ଖାେଲାଛକରେ ଏଣତେଣେେ ଭିଡ କରୁଛନ୍ତି। ସଗେୁଡିକ ମଶାଲପରି ଓ ବିଜୁଳି ପରି ଦଖାଯାେଉଛି।

Interlinear

Choose Theme