Home Bibles ଯିହିଜିକଲ 21:1 · ଓଡ଼ିଆ ବାଇବେଲ
ଯିହିଜିକଲ 21:1 · ଓଡ଼ିଆ ବାଇବେଲ

ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ,

Cross references

ଦିତୀୟ ବିବରଣ 4:14

ପକ୍ସ୍ଟଣି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସହେି ଦେଶ ରେ ତୁମ୍ଭମାନଙ୍କର ପାଳନୀଯ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସହେି ସମୟରେ ମାେତେ ଆଜ୍ଞା ଦେଲେ।

ଯିହିଜିକଲ 15:1

ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 35:1

ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା :

Interlinear

Choose Theme