ଦିତୀୟ ବିବରଣ 4:14 · ଓଡ଼ିଆ ବାଇବେଲ
ପକ୍ସ୍ଟଣି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସହେି ଦେଶ ରେ ତୁମ୍ଭମାନଙ୍କର ପାଳନୀଯ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସହେି ସମୟରେ ମାେତେ ଆଜ୍ଞା ଦେଲେ।
Cross references
ଯାତ୍ରା ପୁସ୍ତକ 21:1
ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।
ଦିତୀୟ ବିବରଣ 11:8
ତେଣୁ ତୁମ୍ଭମାନେେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁ ଯାହାସବୁ ତୁମ୍ଭମାନଙ୍କୁ କହିବ। ତବେେ ତୁମ୍ଭମାନେେ ଶକ୍ତିଶାଳୀ ହବେ ଏବଂ ଯେଉଁ ଦେଶ ଅଧିକାର କରିବାକୁ ୟର୍ଦ୍ଦନ ପାର ହାଇେ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ।
ଗୀତସଂହିତା 105:44
ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ।
ଯିହିଜିକଲ 21:1
ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ,