କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡ଼ଣୋ ଥିବା ବୃହତ୍ ଓ ୟଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ, ବିରାଟ ଉତ୍କ୍ରୋଶ ପକ୍ଷୀ ସହେି ସ୍ଥାନକୁ ଆସିଲା। ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାେଶ ସହେି ଦ୍ରାକ୍ଷାଲତାର ଚରେ ତା' ଆଡ଼କୁ ବିସ୍ତାର କଲା ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା, ଯେଉଁଠା ରେ ଏହା ରୋପିତ ହାଇେଥିଲା ଏବଂ ପାଣି ଦ୍ବାରା ସଚେିତ ହେଉଥିଲା।
Cross references
ସଦାପ୍ରଭୁ ୟରୁଶାଲମ୍ ଓ ଯିହୁଦା ପ୍ରତି ଏତେ କୋର୍ଧାନ୍ବିତ ହେଲେ ଯେ ସେ ସମାନଙ୍କେୁ ଆପଣା ଛାମୁରୁ ଦୂ ରଇେ ଦେଲେ।
ସହେି ନେତାମାନେ 307 ,500 ଜଣ ଲୋକଙ୍କର ଦାଯିତ୍ବ ରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ୟୁଦ୍ଧ କରୁଥିଲେ। ସହେି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧ ରେ ସାହାୟ୍ଯ କରୁଥିଲେ।
ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।
କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?
ଅମାପ ଜଳ ତାହାକୁ ପୁଷ୍ଟ କଲା। ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା ଓ ତାହାର ସୋର୍ତ ସମୂହ ବୃକ୍ଷରୋପଣ ସ୍ଥାନର ଚତୁର୍ଦ୍ଦିଗ ରେ ପ୍ରବାହିତ ହେଲା।