Home Bibles ☰ Books ଯିହିଜିକଲ 16:50 · ଓଡ଼ିଆ ବାଇବେଲ
ଯିହିଜିକଲ 16:50 · ଓଡ଼ିଆ ବାଇବେଲ

ଏବଂ ସମାନେେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସମାନେେ ତାହା କଲେ। ତେଣୁ ମାେ ଦୃଷ୍ଟି ରେ ମୁଁ ସମାନଙ୍କେୁ ଉଚିତ୍ ଦଣ୍ଡ ଦଲେି।

Cross references

ଆଦି ପୁସ୍ତକ 13:13

ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

ଆଦି ପୁସ୍ତକ 18:20

ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

ଆଦି ପୁସ୍ତକ 19:5

ଆଜି ରାତ୍ର ରେ ଯେଉଁ ଦୁଇଜଣ ମନୁଷ୍ଯ ତୁମ୍ଭ ଘରକୁ ଆସିଥିଲେ ସମାନେେ କାହାନ୍ତି? ସମାନଙ୍କେୁ ବାହାରକୁ ଆଣ ଆମ୍ଭମାନେେ ତାଙ୍କ ସହିତ ୟୌନ ସମ୍ପର୍କ କରିବା।

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଲେବୀୟ ପୁସ୍ତକ 18:22

ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ୟୌନ କଂପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ଯ ପାପ।

ଦିତୀୟ ବିବରଣ 23:17

ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।

ଦିତୀୟ ବିବରଣ 29:23

ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

ଦିତୀୟ ରାଜାବଳୀ 23:7

ତା'ପରେ ଯୋଶିୟଯ ରାଜା ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡିକ ବ୍ଯବହାର କଲେ ଓ ଆଶରରେ ସମ୍ମାନ ପାଇଁ େଛାଟ ଛାଉଣୀର ପରଦା ନିର୍ମାଣ କଲେ ଏବଂ ସଗେୁଡିକୁ ମଧ୍ଯ ଭାଙ୍ଗି ଦିଆଗଲା।

ଆୟୁବ ପୁସ୍ତକ 18:15

ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ହିତୋପଦେଶ 18:12

ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ଯିଶାଇୟ 13:19

ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।

ଯିରିମିୟ 20:16

ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ। ସେ ଲୋକ ସହେିସବୁ ନଗର ତୁଲ୍ଯ ହେଉ। ଆଉ ସେ ଲୋକ ପ୍ରାତଃକାଳ ରେ କ୍ରନ୍ଦନ ଓ ମଧ୍ଯାହ୍ନ କାଳ ରେ ଚିତ୍କାର ଶବ୍ଦ ଶୁଣୁ।

Interlinear

Choose Theme