ପାଉଲ କହିଲେ, ହେ ମହାରାଜା ଅଗ୍ରିପ୍ପା, ମୁଁ ସହେି ସ୍ବର୍ଗୀୟ ଦର୍ଶନର ବାଧ୍ଯ ହଲିେ।
Cross references
କିନ୍ତୁ ମାଶାେ କହିଲେ, ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ବିନଯ କରୁଅଛି ମାେତେ ନ ପଠାଇ ଅନ୍ୟ ଜଣଙ୍କୁ ପଠାଅ।
ମାରେ ପ୍ରଭୁ ସଦାପ୍ରଭୁ ମାରେ କର୍ଣ୍ଣକୁ ମୁକ୍ତ କରିଛନ୍ତି ; ପୁଣି ମୁଁ ତାଙ୍କର ବିରୁଦ୍ଧାଚାରୀ ହାଇେ ନାହିଁ କିମ୍ବା ପଛକୁ ଫରେି ନାହିଁ।
ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।
ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।
ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।
ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।
ୟୂନସ ପରମେଶ୍ବରଙ୍କ କଥା ମାନିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟିବାକୁ ଚେଷ୍ଟା କଲା। ସେ ୟୋଫୋକୁ ଗ୍ଭଲିଗଲା। ସେ ଦେଖିଲା ଗୋଟିଏ ନେ ୗକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦଇେ ସହେି ନେ ୗକା ରେ ୟାତ୍ରା କଲା। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂ ରଇେ ଗଲା।
ହେ ରାଜା ଆଗ୍ରିପ୍ପା, ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖ ରେ ୟିହୁଦୀମାନଙ୍କ ଦ୍ବାରା ଅଭିଯୋଗ ବିରୁଦ୍ଧ ରେ ମାେ ପକ୍ଷ ରେ ଉତ୍ତର ଦବୋ ପାଇଁ ସମର୍ଥ ହାଇପୋରିଛି।
ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇନାହିଁ, ଯେ ହତେୁ ଏହିସବୁ କୌଣସି ଗୁପ୍ତ ସ୍ଥାନ ରେ କରାଯାଇ ନାହିଁ।
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।