Home Bibles ଯିହିଜିକଲ 10:9 · ଓଡ଼ିଆ ବାଇବେଲ
ଯିହିଜିକଲ 10:9 · ଓଡ଼ିଆ ବାଇବେଲ

ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍‌ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍‌ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍‌ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା।

Cross references

ପ୍ରଥମ ରାଜାବଳୀ 7:30

ପ୍ରଲତ୍ୟକକ ବୈଠିକିର ପିତ୍ତଳମଯ ଗ୍ଭସରାଟି ପିତ୍ତଳମଯ ଚକ ପିତ୍ତଳର ଅଖ ଗ୍ଭରିକଣସର ସ୍ଥାପିତ ଅବଲମ୍ବନ ଥିଲା।ସସହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଲଳ ଥିଲା ଓ ପ୍ରଲତ୍ୟକକର ପାଶର୍‌ବସର ମାଳା ଥିଲା।

ଯିହିଜିକଲ 1:15

ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରେତ୍ୟକକ ଜୀବିତ ପ୍ରାଣୀମାନଙ୍କର ଚାରି ମୁଖର ସହିତ, ପାଶର୍‌ବ ରେ ଗୋଟିଏ ଗୋଟିଏ ଚକ ଥିଲା।

ଦାନିଏଲ 10:6

ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:20

ପଞ୍ଚମ ରେ ପୁଲକମଣି, ଷଷ୍ଠ ମଣିକ୍ଯମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମ ରେ ଫିରୋଜମଣି, ନମମ ରେ ଗୋମଦେକମଣି, ଦଶମ ରେ ଲଶୁନୀୟମଣି, ଏକାଦଶ ରେ ଇନ୍ଦ୍ରନୀଳମଣି, ଓ ଦ୍ବାଦଶ ରେ ସୁଗନ୍ଧମଣି ଖଚିତ ଥିଲା।

Interlinear

Choose Theme