Home Bibles ☰ Books ଯିହିଜିକଲ 10:8 · ଓଡ଼ିଆ ବାଇବେଲ
ଯିହିଜିକଲ 10:8 · ଓଡ଼ିଆ ବାଇବେଲ

ମନୁଷ୍ଯର ହାତପରି ଦଖାଯାେଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦଖାଗେଲା।

Cross references

ଯିଶାଇୟ 6:6

ସଠାେ ରେ ୟଜ୍ଞବଦେୀ ଉପ ରେ ଜ୍ବଳନ୍ତ ଅଗ୍ନି ଥିଲା। ସହେି ଦୂତଗଣଙ୍କ ମଧ୍ଯରୁ ଜଣେ ଚିମୁଟା ସାହାୟ୍ଯ ରେ ଗୋଟିଏ ଜ୍ବଳନ୍ତ କୋଇଲା ଆଣିଲା ଓ ସହେି ଉତ୍ତପ୍ତ ଅଙ୍ଗାର ଧରି ମାେ ନିକଟକୁ ରହିଆସିଲା।

ଯିହିଜିକଲ 1:8

ଆଉ ସମାନଙ୍କେର ପକ୍ଷ ତଳେ ମନୁଷ୍ଯର ହସ୍ତତୁଲ୍ଯ ହସ୍ତ ଥିଲା। ସେ ଚାରି ପ୍ରାଣୀଙ୍କର ମଧିଅରେ ପ୍ରତି ପ୍ରାଣୀର ଚାରି ମୁଖ ଓ ଚାରି ପକ୍ଷ ଥିଲା।

ଯିହିଜିକଲ 10:21

ସମାନଙ୍କେର ପ୍ରେତ୍ୟକକର ଚାରିମୁଖ ଓ ଚାରିପକ୍ଷ ଥିଲା। ଏବଂ ସମାନଙ୍କେ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା।

Interlinear

Choose Theme