ଯିହିଜିକଲ 10:21 · ଓଡ଼ିଆ ବାଇବେଲ
ସମାନଙ୍କେର ପ୍ରେତ୍ୟକକର ଚାରିମୁଖ ଓ ଚାରିପକ୍ଷ ଥିଲା। ଏବଂ ସମାନଙ୍କେ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା।
Cross references
ଯିହିଜିକଲ 1:6
ଏବଂ ପ୍ରେତ୍ୟକକ ପ୍ରାଣୀର ଚାରିମୁଖ ଓ ଚାରିପକ୍ଷ ଥିଲା।
ଯିହିଜିକଲ 1:8
ଆଉ ସମାନଙ୍କେର ପକ୍ଷ ତଳେ ମନୁଷ୍ଯର ହସ୍ତତୁଲ୍ଯ ହସ୍ତ ଥିଲା। ସେ ଚାରି ପ୍ରାଣୀଙ୍କର ମଧିଅରେ ପ୍ରତି ପ୍ରାଣୀର ଚାରି ମୁଖ ଓ ଚାରି ପକ୍ଷ ଥିଲା।
ଯିହିଜିକଲ 10:14
ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା।
ଯିହିଜିକଲ 41:18
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:7
ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।