ଯିହିଜିକଲ 1:20 · ଓଡ଼ିଆ ବାଇବେଲ
ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ର ରେ ଥିଲା।
Cross references
ଯିହିଜିକଲ 1:12
ପୁଣି ସମାନେେ ପ୍ରେତ୍ୟକକ ସମ୍ମୁଖ ଭାଗ ରେ ଗମନ କଲେ। ସମାନଙ୍କେର ନିଜ ଇଚ୍ଛାନୁସା ରେ ସମାନେେ ଗତି କଲେ ଓ ସମାନଙ୍କେର ଗମନ କାଳ ରେ ସମାନେେ ଫରେିଲେ ନାହିଁ।
ଯିହିଜିକଲ 10:17
ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା।
ଯିଖରିୟ 6:1
ତା'ପ ରେ ମୁଁ ପୁନର୍ବାର ଅନାଇଲି ଓ ଦେଖିଲି, ଦୁଇଟି ତମ୍ବା ପର୍ବତ ମଧ୍ଯରୁ ଗ୍ଭରି ଗୋଟି ରଥ ନିର୍ଗତ ହେଲା।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:32
ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ଯଦ୍ ବକ୍ତାମାନଙ୍କ ନିୟନ୍ତ୍ରଣ ରେ ଥାନ୍ତି।