Home Bibles ଯିହିଜିକଲ 1:2 · ଓଡ଼ିଆ ବାଇବେଲ
ଯିହିଜିକଲ 1:2 · ଓଡ଼ିଆ ବାଇବେଲ

କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ

Cross references

ଦିତୀୟ ରାଜାବଳୀ 24:12

ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।

ଯିହିଜିକଲ 8:1

ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନ ରେ ଆମ୍ଭେ ଆପଣା ଗୃହ ରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖ ରେ ବସିଥିଲେ। ଏହି ସମୟରେ ମାରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଅଧିଷ୍ଠିତ ହେଲା।

ଯିହିଜିକଲ 20:1

ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗଙ୍କ ମଧ୍ଯରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମାେ ସମ୍ମୁଖ ରେ ବସିଲେ।

ଯିହିଜିକଲ 29:1

ଦଶମ ବର୍ଷର ଦଶମ ମାସର ଦ୍ବାଦଶ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 29:17

ଅନନ୍ତର ସପ୍ତବିଂଶ ବର୍ଷର ପ୍ରଥମ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 31:1

ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 33:21

ଅନନ୍ତର ଆମ୍ଭମାନଙ୍କ ନିର୍ବାସ ରେ ଦ୍ବାଦସ ବର୍ଷର ଦଶମ ମାସର ପଞ୍ଚମ ଦିନ ରେ ୟିରୁଶାଲମରୁ ଜଣେ ପଳାତକ ମାେ ନିକଟକୁ ଆସି କହିଲା, ନଗର ପରାଜିତ ହାଇେଅଛି।

ଯିହିଜିକଲ 40:1

ମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭ ରେ ମାସର ଦଶମ ଦିନ ରେ ସଦାପ୍ରଭୁଙ୍କ ଶକ୍ତି ମାେ ଉପ ରେ ଅଧିଷ୍ଠିତ ହେଲା। ଏହା ବାବିଲ ୟିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପ ରେ ସହେିଦିନ ସଦାପ୍ରଭୁ ମାେତେ ସଠାେକୁ ଦର୍ଶନ ରେ ଆଣିଲେ।

Interlinear

Choose Theme